ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଓଲଟିଲା ପୋଲିଂ ପାର୍ଟି କାର

18th Feb 2017

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ହେମଗିରି ଉଦ୍ତାଲି ଘାଟିରେ ପୋଲିଂ ପାର୍ଟିର ଏକ କାର ଓଲଟି ପଡ଼ିବାରୁ  ୩ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ସେମାନେ କନକତୁରା ସ୍ଥିତ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା ।


Tags:
accident 3 injured /