ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଡିଜିପିଙ୍କୁ ଭେଟିଲେ ସିବିଆଇ ଯୁଗ୍ମ ନିଦେ୍ର୍ଧଶକ ସିବିଆଇ ଯୁଗ୍ମ ନିଦେ୍ର୍ଧଶକ

18th Feb 2017

ଭୁବନେଶ୍ୱର: ପୁଲିସ ଡିଜି କେ.ବି ସିଂହଙ୍କୁ ଆଜି ସିବିଆଇ ଯୁଗ୍ମ ନିଦେ୍ର୍ଧଶକ ଏ.କେ ସିଂହ ଓ ଏସପି ରାଜୀବ ସିଂହ ଭେଟିଛନ୍ତି । ସିବିଆଇର ଏହି ଦୁଇ ଅଧିକାରୀ ଡିଜିପିଙ୍କୁ ଭୁବନେଶ୍ୱରସ୍ଥିତ ତାଙ୍କ କ୍ୟାମ୍ପ ଅଫିସରେ ଭେଟିଥିଲେ । ଡିଜିଙ୍କୁ ଦୁଇ ଜଣ ବରିଷ୍ଠ ସିବିଆଇ ଅଧିକାରୀ ଭେଟିବାର କାରଣକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଛି । ତେବେ ସିବିଆଇ ଯୁଗ୍ମ ନିଦେ୍ର୍ଧଶକ ଏ.କେ ସିଂହ କହିଛନ୍ତି ଯେ ,ହା ସୌଜନ୍ୟମୂଳକ ସାକ୍ଷାତ ଥିଲା ।


Tags:
dgp /