ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଅବକାରୀ ଚଢ଼ଉ, ୩ ଗିରଫ

17th Feb 2017

ଜଗତସିଂହପୁର: ଜିଲା ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିଦେ୍ର୍ଧଶକ୍ରମେ ତଥା ଜିଲା ଅବକାରୀ ବିଭାଗ ଇନ୍ସପେକ୍ଟର ଅମରେଶ୍ୱର ସେଠୀଙ୍କ ତତ୍ତ୍ୱାବଧାନରେ ଜିଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି । ଏହି ସମୟରେ ସଅଁରା ଛକରୁ ବାବାଜି ମଲ୍ଲିକ, ୱାଲେସ୍ ଛକ ନିକଟରୁ ଅହଲ୍ୟା ମଲ୍ଲିକ ଓ ଅଟୋ ଡ୍ରାଇଭର ଏମ.ଡି ରହିସକୁ ଗିରଫ କରାଯିବା ସହିତ ୧୪୪ବୋତଲ ବିଦେଶୀ ଓ ୧୨୫ବୋତଲ ଦେଶୀ ମଦ, ବାଇକ ଓ ଅଟୋ ଗାଡି ଜବତ କରାଯାଇଛି  । ସେମାନଙ୍କୁ କୋର୍ଟ·ଲଣ କରାଯାଇଥିବା ଅବକାରୀ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ଶ୍ରୀ ସେଠୀ  ସୂଚନା ପ୍ରଦାନ କରିଛନ୍ତି ।  ମୋବାଇଲ ସ୍କ୍ୱାର୍ଡ ସବଇନ୍ସପେକ୍ଟର   ରଂଜିତ କୁମାର ମହାନ୍ତି ଓ ସଦର ସବ୍ଇନ୍ସପେକ୍ଟର କୁଳମଣୀ ନାୟକଙ୍କ   ନେତୃତ୍ୱରେ କରାଯାଇଥିବା ଏହି ଚଢଉରେ ଏ.ଏସ.ଆଇ କଳ୍ପନା ଜେନା, ନେତ୍ରାନନ୍ଦ ପୁଷ୍ଟି, ପ୍ରଶାନ୍ତ ମହାନ୍ତି, ପ୍ରସନ୍ନ ପାଣି, ବିରାମ ମାରାଣ୍ଡି, କନଷ୍ଟେବଳ ବିଷ୍ଣୁ ନାୟକ, ବଳରାମ ଦାସ, ବିଶ୍ୱନାଥ

 


Tags:
excise raid 3 arrested /