ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ପୁରୀ ବେଳାଭୂମିରେ ୩୦ ଫୁଟର ମୃତ ତିମି

16th Feb 2017

ପୁରୀ: ଗୁରୁବାର ସକାଳେ ପୁରୀ ସମୁଦ୍ରକୂଳରେ ଏକ ୩୦ ଫୁଟ ଲମ୍ବ ତିମି ମାଛର ମୃତଦେହ ଲାଗିଛି । ପୁରୀ ବାଲୁଖଣ୍ଡ ବନାଞ୍ଚଳ ପଛପଟେ ସମୁଦ୍ର ବେଳାଭୂମିରେ ଏହି ତିମି ମାଛର ମୃତଦେହ ଲାଗିଥିବା ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ତିମି ମାଛର ମୃତୁ୍ୟର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।


Tags:
dead timi /