ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ପୋଲ ତଳକୁ ଖସି ପଡ଼ିଲା ପିକ ଅପ

16th Feb 2017

ବରଗଡ଼: ବରପାଲି ଥାନା ଅନ୍ତର୍ଗତ ଦିଗଛିଆ ଛକରେ ଗୁରୁବାର ଭୋରରୁ ଏକ ପିକଅପ ଭ୍ୟାନ ପୋଲ ତଳକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତରଭାବେ ଆହତ ହୋଇଛନ୍ତି । ତାଙ୍କ ୁ ପ୍ରଥମେ ଚିକିତ୍ସା ପାଇଁ ବରପାଲି ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


Tags:
accident /