ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

୭ଟି ଜିଲାର ୨୩ଟି ବୁଥରେ ହେବ ସାନି ନିର୍ବାଚନ

16th Feb 2017

ଭୁବନେଶ୍ୱର: ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ସବୁ ସ୍ଥାନରେ ଗଣ୍ଡଗୋଳ ଘଟି ଭୋଟ ଗ୍ରହଣକୁ ବାତିଲ କରିଦିଆଯାଇଥିଲା ସେହି ସବୁ ସ୍ଥାନରେ ସାନି ଭୋଟ ଗ୍ରହଣ କରାଯିବ । ରାଜ୍ୟର ୭ଟି ଜିଲାର ଏହି ପରି ୨୩ଟି ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିାନ ନିଦେ୍ର୍ଧଶ ଦେଇଛନ୍ତି ।


Tags:
re election /