ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

୨ ପିସ୍ତଲ ସହ ଯୁବକ ଗିରଫ

15th Feb 2017

ଭୁବନେଶ୍ୱର: ବୁଧବାର ସକାଳେ ଜିଆରପି ପୁଲିସ ଚୋରା ବନ୍ଧୁକ କାରବାର ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁଯାୟୀ ରୁଚିକା ମାର୍କେଟରେ ଚଢାଉ କରାଯାଇ ୨ଟି ପିସ୍ତଲ, ନିଶା ବଟିକା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଗିରଫ ଯୁବକଙ୍କ ନାମ ହେଉଛି ସୋନୁ ପଣ୍ଡା ।


Tags:
one arrested with 2 pistol /