ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ

15th Feb 2017

ଭୁବନେଶ୍ୱର: ସରକାରୀ କାର୍ଯ୍ୟରେ ବ୍ୟବହାର ପାଇଁ ଭଡ଼ାରେ ଅଣାଯାଇଥିବା ହେଲିକାପ୍ଟରକୁ ସରକାରୀ ଦଳ ଅପବ୍ୟବହାର କରିଥିବା ନେଇ ବିଜେପି ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଅଭିଯାଗ ହୋଇଛି ।  ବିଜେପିର ଅଭିଯୋଗ ଅନୁଯାୟୀ ସାଂସଦ ଅନୁଭବ ମହାନ୍ତି ଏହି ହେଲିକାପ୍ଟର ବ୍ୟବହାର କରି ନିର୍ବାଚନ ପ୍ରଚାର କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।


Tags:
anubhav /