ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ନକ୍ସଲ ଭୟ: ୧୬ଟି ବୁଥରେ କେହି ଦେଲେନି ଭୋଟ

15th Feb 2017

ମାଲକାନାଗିରି: ମାଲକାନାଗିରି ଜିଲା ନାକାମାମୁଡ଼ି ପଞ୍ଚାୟତର ୧୬ଟି ବୁଥରେ ନକ୍ସଲ ଭୟରେ କେହି ଭୋଟ ଦେଇ ନାହାନ୍ତି । ଏପରିକି ଆଜି ସକାଳେ କୌଣସି ଭୋଟରଙ୍କୁ ଗାଁ ଦାଣ୍ଡରେ ଦେଖିବାକୁ ମିିଳିନଥିଲା । ଲୋକେ ଭୋଟ ଦିନ ଗାଁଗଣ୍ଡା ଛାଡ଼ି ପଳାଇଯାଇଛନ୍ତି । ଖବରପାଇ ବିଏସଏଫ ଜବାନମାନେ ପଞ୍ଚାୟତକୁ ଘେରି ରଖିଛନ୍ତି । ପଞ୍ଚାୟତରେ ୧୯ଟି ବୁଥ କରାଯାଇଥିଲା । ସେଥିମଧ୍ୟରୁ ୩ଟି ବୁଥରେ ଅଳ୍ପ କିଛି ଲୋକ ଭେଟ ଦେଇଥିବାବେଳେ ୧୬ଟି ବୁଥକୁ କେହି ଭୋଟ ଦେବାକୁ ଆସିନାହାନ୍ତି ।


Tags:
no vote in 16 booth /