ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

15th Feb 2017

ବାଲେଶ୍ୱର: ବୁଧବାର ସକାଳେ ବାଲେଶ୍ୱର ନିକଟସ୍ଥ ଫୁଲାଡ଼ି  ଛକରେ ଏକ ଟ୍ରକ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଛି । ମୃତକ ଜଣକ ହେଉଛନ୍ତି ବିକାଶ ସିଂହ । ତାଙ୍କ ବୟସ ୩୮ ବର୍ଷ । ବିକାଶଙ୍କ ମୁଣ୍ଡ ଉପରେ ଟ୍ରକ ଚଢିଯିବାରୁ ତାଙ୍କର ମୃତୁ୍ୟ ହୋଇଛି ।


Tags:
accident one dead /