ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରି ବୁଥ ଜବରଦଖଲ

15th Feb 2017

ରାୟଗଡ଼ା: ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ପୟ୍ଚାୟତର ରଢାଙ୍ଗ ଗ୍ରାମର ପୁଲିଂ ବୁଥ ଜବରଦଖଲ ହୋଇଛି । ୧୫ରୁ ଉଦ୍ଧ୍ୱର୍ ଦୁର୍ବୃତ୍ତ ପୁଲିଂ ବୁଥ ଭିତରେ ପଶି ପ୍ରିଜାଇଡିଂ ଅଫିସର, ପୁଲିଂ ଅଫିସରମାନଙ୍କୁ ମାଡ଼ ମାରି ବୁଥ ବାହାରକୁ ପଠାଇ ଦେଇଛନ୍ତି । ଫଳରେ ସେଠାରେ ମତଦାନ ହେଉନଥିବା ବିଷମକଟକ ବିଡିଓ କହିଛନ୍ତି ।


Tags:
booth capturing /