ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ସରପଞ୍ଚ ପାର୍ଥିନୀଙ୍କ ସ୍ୱାମୀଙ୍କୁ ହତ୍ୟା

10th Feb 2017

ଉଦଳା: ଉଦଳା ବ୍ଲକ ଖଲାଡ଼ି ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ସୁମତି ବିଶ୍ୱାଳଙ୍କ ଉତ୍ତମ ବିଶ୍ୱାଳଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଛି । ପଥରରେ ଶ୍ରୀ ବିଶ୍ୱାଳଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି । ଆଜି ସକାଳୁ ଉଦଳା-ବାରିପଦା ରାସ୍ତାର ପାଟପୁର ଚକ ନିକଟରେ ଏକ ଚାଳିଆରୁ ଶ୍ରୀ ବିଶ୍ୱାଳଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ମିଳିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ଉଦଳା-ବାରପଦା ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି ।


Tags:
murder /