ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ବିଷାକ୍ତ ପାନୀୟ ପିଇ ପୁଲିସ୍‍ କର୍ମଚାରୀ ଗୁରୁତର

7th Feb 2017

ଆନନ୍ଦପୁର : ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆନନ୍ଦପୁରର ଶାଳବଣି ପଞ୍ଚାୟତର ବାଲିପଶିଠାରେ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭା ନିକଟରେ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟରେ ଥିବା କ୍ଷୀରୋଦ ପରିଡା ନାମକ ଜଣେ ପୁଲିସ୍‍ କର୍ମ·ରୀ କାର୍ଯ୍ୟରତ ସମୟରେ ଅତ୍ୟନ୍ତ ତୃଷାର୍ତ ହୋଇପଡିଥିଲେ । ପାଣି ପିଇବା ପାଇଁ ସଂପୃକ୍ତ କର୍ମ·ରୀ ଜଣକ ଡିଏସପିଙ୍କ ଗାଡିରେ ଥିବା ହେଲିକ୍ୟାପ୍ଟର ପାଇଁ ଉଦ୍ଧିଷ୍ଟ କିଛି ପେଟ୍ରୋଲକୁ ପାନୀୟ ଜଳ ଭାବି ପିଇଦେଇଥିଲେ । ତେବେ ଏହାକୁ ପିଇବା ପରେ ସଂପୃକ୍ତ କର୍ମ·ରୀ ଜଣକ ଗୁରୁତର ହୋଇ ପଡିଥିଲେ  । ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।


Tags:
water /